ସାଇଲଡା ଗ୍ରାମରେ ଶ୍ରୀ ବ୍ରାମାରାମ୍ବିକା ଦେବୀ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ

0
131
ପ୍ରତିଷ୍ଠା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୧୨) : ସାଇଲଡା ଗ୍ରାମରେ ଶ୍ରୀ ବ୍ରାମାରାମ୍ବିକା ଦେବୀ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ର ବୋମିକା ଗ୍ରାମପଞ୍ଚାୟତର ସାଇଲଡା ଗ୍ରାମରେ ଶ୍ରୀ ବ୍ରାମାରାମ୍ବିକା ଦେବୀ ମୂର୍ତ୍ତି ପ୍ରତିଷ୍ଟା କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଚନ୍ଦ୍ରଶେଖର ସାହୁ, ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଆରଏମସିଏସ ସଭାପତି ଏସ.ଗଜପତି ରାଓ, ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଲରାଜୁ, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ । ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।