ନୂତନ ଟି ଏମ ଏ ଭବନ ଉଦଘାଟିତ

0
194
ଭବନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୪/୧୨) : ଟିଟିଲାଗଡ ମାର୍ଚେଣ୍ଟ ଏସୋସିଏନ ର ଟି ଏମ ଏ ଭବନ ସ୍ଥାନୀୟ ବିଧାୟିକା ତଥା କ୍ୟାବିନେଟ୍ ମନ୍ତ୍ରୀ ଟୁକୁନି ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଆୟୋଜିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବ ଲାୟନ ଜିଲ୍ଲା ଗଭର୍ଣ୍ଣର ସଂଜୟ ସାହୁ ଯୋଗ ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମ ରେ ସଙ୍ଘ ସଭାପତି ସମ୍ଭୂ ପ୍ରସାଦ ଗୋୟଲ ସଭାପତିତ୍ୱ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସଂଘ୍ ବରିଷ୍ଟ ସଦସ୍ୟ ତଥା ସାମ୍ବାଦିକ ଈଶ୍ବର ଜୈନ ।