ଡି.ଆଇ.ଜି. ଙ୍କ ଜେଲ ରେ ଗୋବିନ୍ଦ ମୃତ୍ୟୁ ନେଇ ତଦନ୍ତ

0
111
ଜେଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୧/୧୨) : ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ର ଜେଲରେ ତଦନ୍ତ କରୁଛନ୍ତି ପଶ୍ଚିମାଞ୍ଚଳ ଡି.ଆଇ.ଜି. ଅନୁସୁୟା ଜେନା

ତଦନ୍ତ ରେ ଅବହେଳା କରାଯାଇଥିବା ନେଇ ଜଣେ ଅକ୍ଷୟ ଚନ୍ଦ୍ର ମହାନ୍ତି ନାମକ ୱାର୍ଡନ ଙ୍କୁ ନିଲମ୍ବିତ କରଯାଇଛି । ନିଜ ଗାମୁଛାରେ ଝରକା ରେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ଡି.ଆଇ.ଜି. ଆନୁସୁୟା । ଅନ୍ୟ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କ ସୀମା ବାହାରେ ବୋଲି ପ୍ରକାଶ କରିଛନ୍ତି । ସେହିପରି ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନେବେ ଉଚ୍ଚ ଅଧିକାରୀ ବୋଲି ସୂଚନା ଦେଇଛନ୍ତି ।