ସେଫସିଟି କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପ କାର୍ଯ୍ୟକ୍ଷମ

0
88
କ୍ୟାମେରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୧/୧୨) : ବଲାଙ୍ଗୀର ସହରରେ ସେଫସିଟି କେମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ କରକମଳ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମଧ୍ୟ ଉପସ୍ଥିତ ଥିଲେ ।