ଗ୍ରାମାଞ୍ଚଳ ହକି ଟୂର୍ଣ୍ଣାମେଣ୍ଟ ଉଦଯାପିତ

0
141
ଉଦଯାପିତ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୦/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଦକ୍ଷିଣିପାଲି ଖେଳ ପଡିଆ ରେ ନେହେରୁ ଯୁବ କେନ୍ଦ୍ର ସୋନପୁର ପକ୍ଷରୁ ଆୟୋଜିତ ଗ୍ରାମାଞ୍ଚଳ ହକି ଟୂର୍ଣ୍ଣାମେଣ୍ଟ ଉଦ୍ଜାପିତ ହୋଇଯାଇଛି ।

ଖେଳରେ ଗିନ୍ଦିଲାମାଳ କୁ ୧- ୦ ଗୋଲ ରେ ହରାଇ ହରାଇ ବଡମାଳ ବିଜୟୀ ହୋଇଛି । ଉଦଯାପନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ଦେହୁରୀ ଓ ସ୍ୱେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । ଏହି ଅବସରରେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।