କାଶୀନଗର ୱାର୍ଡ ନମ୍ବର ୨ ରାସ୍ତା ଶୋଚନୀୟ

0
215
ନମ୍ବର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୧) : ଗଜପତି ଜିଲ୍ଲା ର ଏକ ମାତ୍ର ଏନ ଏ ସି କାଶୀନଗର ଅଟେ । କାଶୀନଗର ଏନ ଏ ସି ର ୧,୨,୩, ସ୍ଲାମ ଅଞ୍ଚଳ ରେ ଯାଉଛି ।

ଏହି ୱାର୍ଡ ରେ କେବେଳ ହରିଜନ ମାନେ ବସବାସ କରନ୍ତି । ଏହି ୱାର୍ଡ ର ଅଧିବାସୀ ମାନେ ଦାବୀ କରିଛନ୍ତି କି ତାଙ୍କ ୱାର୍ଡ ରେ ନାଳ ସଫେଇ ହେଉନାହିଁ ଯାହାଫଳ ରେ ରୋଡ଼ ଉପରେ ପାଣି ପ୍ରବାହିତ ହେଉଛି । ତେଣୁ ଯିବା ଆସିବ ରେ ବ୍ୟାଘାତ ହେଉଛି, ଏଣୁ କତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ କରାଯାଉଛି ।