ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସରପଞ୍ଚ

0
158
ସାକ୍ଷାତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୧) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ର ସରପଞ୍ଚ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ସାକ୍ଷାତ କରିଛନ୍ତି ।

ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜୋରଦାସ ଙ୍କ ଗସ୍ତ ସମୟ ରେ କଂଗ୍ରେସ ସମର୍ଥିତ ଏକ ମାତ୍ର ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ ଶ୍ରୀମତୀ ଦରଷାନା ଯୋରଦାସ ଙ୍କୁ ସାକ୍ଷାତ କରି ନୌପଡା ଗୁଣୁପୁର ରେଳ ଲାଇନ କୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ ରାଉରକେଲା ଗୁଣୁପୁର ରାଜ୍ୟରଣୀ ଟ୍ରେନ କୁ କାଶୀନଗର ରେଳ ଷ୍ଟେସନ ରେ ରହଣି ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ ଓ ଏକ ଦାବୀ ପତ୍ର ଦେଇଥିଲେ ।