ନବୋଦୟ ଛାତ୍ରୀ ଙ୍କ ମୃତ୍ୟୁ ରେ ପ୍ରଦୀପ ମାଝୀ ଙ୍କ ଗଭୀର ଦୁଃଖ ପ୍ରକାଶ

0
142
ନବୋଦୟ ଛାତ୍ରୀ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୪/୦୨) : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆର.ଏମ.ସି.ଏସ କାର୍ଜ୍ୟାଳୟ ଠାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଗଜପତି ଜିଲ୍ଲାର ନୂତନ ଭାବେ ମୋନାନୀତ ହୋଇଥିବା ସଭ୍ୟ ଓ ସଭ୍ୟାମାନଙ୍କୁ ସମ୍ବର୍ଧନା ସଭା ଆୟାଜିତ କରଯାଇଥିଲା । ନବୋଦୟ ଛାତ୍ରୀ ଙ୍କ ମୃତ୍ୟୁ ରେ ପ୍ରଦୀପ ମାଝୀ ଙ୍କ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ ।

ଏହି ସଭାରେ ମୁଖ୍ୟ ଅତିଥିଭାବେ ଓଡିଶା ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝି ଯୋଗଦେଇଥିଲେ ଏବଂ ନବୋଦୟ ଛାତ୍ରୀ ଙ୍କ ମୃତ୍ୟୁ ରେ ପ୍ରଦୀପ ମାଝୀ ଙ୍କ ଗଭୀର ଦୁଃଖ ପ୍ରକାଶ କରିଥିଲେ । ନୂତନ ଭାବେ ମୋନାନୀତ ହୋଇଥିବା ସଭ୍ୟ ଓ ସଭ୍ୟା ମାନଙ୍କୁ ଉତ୍ତରି ଦେଇ ସମ୍ବର୍ଧନା ଜଣାଇଥିଲେ । ଏହା ପରେ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟବ ପରିଷଦ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ ଓ ବିଜେଡି ସଂଖ୍ୟା ଲଘୁ ସେଲ ର ସମ୍ପାଦକ ପଲ୍ଲବ ଲିମା, ହାଇଟେକ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ବେତାଗୁଡା ଠାରେ ଅଲଡା ଗ୍ରାମର ସୌଦାମିନୀ ରୟିତ ଙ୍କ ବାସ ଭବନ ଙ୍କୁ ଯାଇ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ । ଉଚିତ ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ ।