ମା ଦୁର୍ଗା ଙ୍କ ଭବ୍ୟ ମନ୍ଦିର ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ଏସପି

0
98
ଏବଂ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୩) : ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆଜି ବିନିକା ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମା ଦୁର୍ଗା ଙ୍କ ଭବ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ମା ଙ୍କୁ ୧୦୮ ଆଳତି କରିଥିଲେ ।

ମା ଦୁର୍ଗା ଙ୍କ ମନ୍ଦିର ରେ ନୂତନ ଭାବେ ବିଭିନ୍ନ ଦେବାଦେବୀ ତିଆରି ହୋଇଥିବା ମୃତ୍ତି ଏବଂ ମନ୍ଦିର ର ସୌନ୍ଦର୍ଯ୍ୟ କରଣ କୁ ଦେଖି ପ୍ରଶଂସା କରିଥିଲେ । ଏହି ପରିଦର୍ଶନ ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ପଣ୍ଡା ଏବଂ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ ।