ଅକ୍ଷୟ ତୃତୀୟା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି

0
114
ଅକ୍ଷୟ

ରିପୋର୍ଟ : ନରୋତ୍ତମ ପାଢୀ
ମୁନିଗୁଡ଼ା, (୨୩/୦୪) : ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଆଜି ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି ।WhatsApp Image 2023 04 23 at 11.53.11 1 ଅକ୍ଷୟ ତୃତୀୟା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି

ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିଥିଲେ । ସରପଞ୍ଚ ସୁଶ୍ରୀ ସ୍ୱରସତି ଶବର ମନ୍ଦିର ପୂଜକ ଶ୍ରୀ ନରୋତ୍ତମ ଦାସ, ପୁରୋହିତ ଶ୍ରୀ କୁନା ଦାସ ଙ୍କ ଦ୍ଵାରା ସଭା ପତି ଶ୍ରୀ ଭାଗ୍ୟ ନାଗ, ସମ୍ପାଦକ ଶ୍ରୀ ମାନସ ରଞ୍ଜନ ବେହେରା, କସଦକ୍ଷ ଶ୍ରୀ ଜି ଚନ୍ଦ୍ରଶେଖର ରାଓ, ଦୁବଦଲା କଟା (ହଡ଼ିଆ), ଟେକର, ମହାରଣା ସମାଜ ର ସଭାପତି ଶ୍ରୀଧର ମହାରଣା, ଚକ୍ରଧର ମହାରଣା, ପ୍ରଭାକର ମହାରଣା, ନାରାୟଣ ମହାରଣା ଓ ସମସ୍ତ କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ମହାପ୍ରଭୁ ଙ୍କ ପାଖରେ ଜଗତ ର ମଙ୍ଗଳ କାମନା କରି ବା ସହିତ ଚାଷୀ ଭାଇ ମାନଙ୍କର ଉତ୍ତର ଉତ୍ତର କାମନା କରି ଥିଲେ। ଏ ବର୍ଷ ଆମ ଦେଶ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗ୍ରାମ ରେ ଚାଷ ର ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପୂଜା ଅର୍ଚ୍ଚନା କରାଯାଇଥିଲା ।