କନ୍ଧ ସମାଜ ର ଭବନ ଶୁଭ ଉଦଘାଟନ

0
84
କନ୍ଧ ସମାଜ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୫) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ଆଜି କନ୍ଧ ସମାଜ ର ଭବନ ନିର୍ମାଣ ର ଶୁଭ ଉଦଘାଟନ ହୋଇଛି ।WhatsApp Image 2023 05 21 at 18.47.52 1 କନ୍ଧ ସମାଜ ର ଭବନ ଶୁଭ ଉଦଘାଟନ

ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ ଓ ଆଦିବାସୀ ପଛୁଆ ବର୍ଗ ଓ ସଂଖ୍ୟା ଲଗୁ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରାକା ସାମ୍ମାନୀୟ ଅତିଥି ରୂପେ ଆଦିବାସୀ ଉନ୍ନୟନ ପରିଷଦ ର ସଭାନେତ୍ରୀ ଅନୁସୟା ମାଝୀ ,ଆଦିବାସୀ ଉନ୍ନୟନ ପରିଷଦ ର ଉପ ସଭାପତି ବନମାଲି କାଡ୍ରାକା ଓ କଲ୍ୟାଣସିଂହପୁର ବ୍ଲକ ଅଧ୍ୟକ୍ଷା ଏମ୍ବ୍ରିତା କାଡ୍ରାକା, ବ୍ଲକ ଉପାଧ୍ୟକ୍ଷ ଡମ୍ବୁରୁ ନାଚିକା ଙ୍କ ଉପସ୍ଥିତ ରେ କନ୍ଧସମାଜ ର ଭବନ କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ଉଦଘାଟନ ହୋଇ ଯାଇଛି । ଏହି ଶୁଭ ଉଦଘାଟନ କାର୍ଯ୍ୟ ରେ କନ୍ଧ ସମାଜ ର ବିନାୟକ କୁଲିସିକା, ଆପାରାଓ କୁଲିସିକା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗେନ୍ଦ୍ର ୱାଡାକା,ଶଙ୍କର ହୁଈକା, ଦୀନବନ୍ଧୁ ହୁଈକା, ଲଷ୍ମୀ ପ୍ରାସ୍କା, ଡିଉ ପ୍ରାସ୍କା ସମେତ ବ୍ଳକ କନ୍ଧକୂଳ ସମାଜ ର ସମସ୍ତେ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ।