ଶ୍ରାବଣର ପ୍ରଥମ ସୋମଵାର, ବଡମ୍ବା ସିଂହନାଥରେ ଭକ୍ତଙ୍କ ଭିଡ଼

1
74

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୦/୦୭) : ବଡମ୍ବା ସିଂହନାଥ ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଭକ୍ତଙ୍କ ଭିଡ଼ ଜମିଛି । ଯୋଡ଼ା ଶ୍ରାବଣ ମାସ ପଡୁ ଥିବାରୁ ବିଶେଷ ଭାବେ ଭକ୍ତ ଙ୍କର ଭିଡ଼ ଜମିଛି ।

ଶ୍ରାବଣୀ ଲିଙ୍ଗରେ ଭକ୍ତ ମାନେ ଜଳଲାଗି କରୁଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ୨ ପ୍ଲାଟୁନ ଫୋର୍ସ ପୋଲିସ ନିୟୋଜିତ ଅଛନ୍ତି । ମେଡିକାଲ ଅଫିସର, ଅଗ୍ନିଶମ ବାହିନୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଟି ସେତୁ ଦେଇ ଶହ ଶହ ଭକ୍ତ ବାବା ସିଂହନାଥ ଙ୍କର ଦର୍ଶନ ଲାଭ କରିଛନ୍ତି । ରାତି ୨ଟା ରୁ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ମନ୍ଦିର ପରିସର ରେ ଏକ ଶ୍ରାବଣୀ ଲିଙ୍ଗ କରାଯାଇ ସେଠାରେ ସିଂହନାଥ ଙ୍କୁ ପ୍ରତିଷ୍ଠା ପରେ ଜଳ ଲାଗି ଆରମ୍ଭ ହୋଇଛି । ସିଂହନାଥ ଟି ସେତୁ ରେ ପୂର୍ବ ଘଟଣା କୁ ପୁନରାବୃତ୍ତି ନ ହେବା ପାଇଁ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।

1 COMMENT

  1. […] ‘ସାଧା ଟିକେଟ୍‌ରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କ…। ଟିକେଟ୍ ପାଣ୍ଡିଆନଙ୍କ ପାଖରେ ରହିଛି, ସେ ହିଁ ଟିକେଟ୍‌ ବାଣ୍ଟିବେ। ଟିକେଟ୍‌ ପାଣ୍ଡିଆନ ବାଣ୍ଟିବାର ଥିବାରୁ ସେଥିପାଇଁ ସମସ୍ତେ ଚୁପ୍’ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ‘ଯଦି ବିଜେଡି ଜିତେ, ତା’ହେଲେ ମୁଖ୍ୟମନ୍ତ୍ରୀ ଆସନରେ ଅନ୍ୟ ଜଣେ ବସିଥିବେ। ମୁଖ୍ୟମନ୍ତ୍ରୀ ପ୍ରେସର୍‌ରେ ଅଛନ୍ତି, ସେ କିଛି ଜାଣୁ ନାହାନ୍ତି। ଚକ୍ରବ୍ୟୁହ କରାଯାଇଛି, 5T ଯାହା ଚାହୁଁଛନ୍ତି, ସିଏମ୍ ତାହା କରୁଛନ୍ତି।’ […]

Comments are closed.