1. Big News : ଜାତୀୟ କୃମି ନାଶକ ଦିବସ ପାଇଁ ସଚେତନ ବୈଠକ ଅନୁଷ୍ଠିତ

0
52
ଜାତୀୟ କୃମି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୮) : ଜାତୀୟ କୃମି ନାଶକ ଦିବସ ପାଇଁ ସଚେତନ ବୈଠକ ଅନୁଷ୍ଠିତ : – ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଛି ।

ଆଜି ବ୍ଲକ ସ୍ତର ରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ର ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଦୁର୍ଗା ପ୍ରଦାଡ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷ୍ଣୁ ଦାସ, କଳ୍ପନା ଦାସ, ବିପିଏମ ଈଶ୍ୱର ଆମା, ପ୍ରସନ ଅଧିକାରୀ ଯୋଗ ଦେଇ କୃମି ନାଶନ ବଟିକା ଗୋଟିଏ ଦିନ ସମସ୍ତ ପିଲାଙ୍କୁ ଦେବା ଓ ସୁ କଣ କଣ ବ୍ୟବସ୍ଥା କରିବେ ସେ ନେଇ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ।