1. Best News : ବିଶାଖାପାଟଣା ରୁ ୭ ଗୋଟି ବସ ଆସନ୍ତା ୧୯ ଅଗଷ୍ଟ ରୁ ଓଡିଶା ରେ ଚାଲିବ

0
62
ବିଶାଖାପାଟଣା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୮) : ଆସନ୍ତା ୧୯ ତାରିଖରୁ ୭ ଗୋଟି ଆନ୍ଧ୍ର ର ବସ ଓଡିଶା ର ବିଭିନ୍ନ ଜିଲ୍ଲା କୁ ଚାଲିବ ବୋଲି ଜଣାଯାଇଛି l

ଆନ୍ଧ୍ର ସରକାର ଙ୍କ ୭ ଗୋଟି ବସ କୋରାପୁଟ ନବରଙ୍ଗପୁର, ଗୁଣୁପୁର, ଓ ଗଜପତି ର ପାରଳାଖେମୁଣ୍ଡି, କାଶୀନଗର, ହାଡୁଭାଙ୍ଗି ରାୟଗଡା ଜିଲ୍ଲା ର ଗୁଣୁପୁର ସହର କୁ ଗଡିବ ବୋଲି ଏ ପି ଏସ ଆର ଟି ସି ର ଏକଜୁକୁଟିଭ ଡାଇରେକ୍ଟର, ବିଜୟନଗର ଡିଭିଜନ ଙ୍କ ସୂତ୍ରରୁ ଜଣା ଯାଇଛି l ଏହା ଦ୍ୱାରା ଗୁଣୁପୁର, କାଶୀନଗର, ପାରଳାଖେମୁଣ୍ଡି ଯାତ୍ରୀ ମାନେ ବିଶାଖାପାଟଣା, ସିମାଞ୍ଚଳ ଇତ୍ୟାଦି ଜାଗାକୁ ଯିବାର ସୁବିଧା ପାଇବେ l