ରାଇକିଆ ଥାନା ଆଇ.ଆଇ.ସି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
61
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୦୯) : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଆଇ.ଆଇ.ସି ରମାକାନ୍ତ ପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଶ୍ରୀ ପାତ୍ର ଏଠାରେ ୧ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରି ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେଇ ଆସୁଥିଲେ । ତାଙ୍କ ସମୟରେ ବହୁ ପୋଲିସ ଆଇନ ମୋ ପୋଲିସ କାର୍ଯ୍ୟକ୍ରମ ଦ୍ୱାରା ଜନସଚେତନତା କରି ଲୋକଙ୍କ ଠାରେ ପ୍ରଶଂସା ପାଇଛନ୍ତି । ସେ ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା କୁ ବଦଳି ହୋଇ ଯାଇଛନ୍ତି । ଏହି ସମ୍ବର୍ଧନା ସଭାରେ ଏସଡିପିଓ ବିଜୟ କୁମାର ବିସି ଏସଆଇ ଅଶୋକ ତ୍ରିପାଠୀଙ୍କ ସମେତ ସମସ୍ତ ଥାନା କର୍ମଚାରୀ ଯୋଗ ଦେଇଥିଲେ ।