ବିଷମ କଟକ ରେ ଶ୍ରୀ ଗଣେଶ ପୂଜା ପାଳିତ

0
55
ବିଷମ କଟକ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୯/୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ବଡ଼ଦ୍ଵାର ସାହି ପୂଜା କମିଟି ତରଫରୁ ସମସ୍ତଙ୍କୁ ସ୍ଵାଗତ ।

ପ୍ରାୟ ୨୦ ବର୍ଷ ଧରି ଶ୍ରୀ ଗଣେଶ ପୂଜା ବିଷମକଟକ ବଡ଼ଦ୍ଵାର ସାହି ରେ ଅନୁଷ୍ଠିତ ହୋଇ ଆସୁଛି ଏହି ବର୍ଷ ମଧ୍ୟ ଖୁବ୍ ଧୁମ୍ ଧାମ ର ସହ ପାଳନ କରାଯାଉଛି । ଏହି ପୂଜାରେ ସାହି ର ସମସ୍ତ ମନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହଯୋଗ ସହ ସାହିର ଯୁବକ ସମାଜ ଯଥା କାହ୍ନୁ, ରାଜା, ସଚିନ, ତପନ, ଉମା, ଅଶୋକ, ସୁର, ସୁରଜ୍, ବୋବୁଲୁ, କଳିଆ, ପପୁ ଓ ସମସ୍ତ ଛଟ ବଡଙ୍କ ସହାୟତାରେ ଅତି ଆଡିମ୍ଭର ସହିତ ପାଳିତ ହେଉଛି ।