ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଚୟନ

0
57
ଘୁମୁସର

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୩/୧୦) : ଘୁମସର ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ଦ୍ବାରା ନୂତନ ମହିଳା ମୋର୍ଚା ସଭାନେତ୍ରୀ ଘୋଷଣା କରାଯାଇଛି ।

ନୂତନ ଭାବରେ ଏହି ଦାଇତ୍ୱ ମୀରା ବାଇ ଦେଓ ଙ୍କୁ ମିଳିଛି । ଏହି ଦାଇତ୍ୱ ମିଳିବା ପରେ ଜିଲ୍ଲାର ସଂଗଠନକୁ ସୃଦୃଢ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ମହିଳା ମୋର୍ଚା ସଭାନେତ୍ରୀ ଅଇଶର୍ୟା ବିଶ୍ବାଳ ଅଶାବ୍ୟକ୍ତ କରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନିର୍ଧେଶ କ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ମିରାବାଇ ଦେଓ ଙ୍କୁ ଚୟନ କରିବା ପରେ ସଂଗଠନ ସୁଦୃଢ ହେବା ସହ ଦଳିୟ କର୍ମୀ ମଧ୍ୟ ବେଶ ଖୁସି ଥିବା ଜଣାପଡିଛି ।