ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

0
51
ଉଦ୍ଧାର ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୮/୧୦) : ପୁଣି ଅଲୋଡା ଶିଶୁ କନ୍ୟା । କୁଚିଣ୍ଡା ଥାନା ଖଣ୍ଡୋକଟା ଗାଁରୁ ଉଦ୍ଧାର ହୋଉଛି ଏକ ନବଜାତ ଶିଶୁ କନ୍ୟା ।

କେହି ଜନ୍ମ କଲାପରେ ଖଣ୍ଡୋକଟା ଗାଁ ଜଣଙ୍କ ଘର ବାଉଣ୍ଡ୍ରୀ କଡରେ ଛାଡି ଚାଲିଯାଇଥିବା ସୂଚନା । ଶିଶୁ କନ୍ୟା ଦେହରେ ପିମ୍ପୁଡ଼ି ଲାଗିଯାଇଥିଲା । ତେବେ ଶିଶୁ କନ୍ୟାକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।