ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଘାଟନ

0
65
ବ୍ଲକ ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୧୦) : ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଥରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସେସମ୍ମା ସମ୍ମାନିତ ଅତିଥିଭାବେ ଏନ ଏ ସି ଉପାଧ୍ୟକ୍ଷ୍ୟ ରଘୁରାମ ସାହୁ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକାନ୍ଦ ଗମାଙ୍ଗ ଅତିରିକ୍ତ ଶିକ୍ଷା ଅଧିକାରୀ ବିଷ୍ଣୁ ଦାସ, କେ ସୋମେଶ୍ୱର ରାଓ ଯୋଗ ଦେଇଥିଲେ ବିଭିନ୍ନ ସ୍କୁଲର ଶହ ଶାହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ, ମିଲେଟ ଉପରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା ।