ଧର୍ମପରାୟଣ ମହିଳାଙ୍କ ପରଲୋକ

0
46
ଧର୍ମପରାୟଣ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩/୧୧) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଇଓ ସ୍ୱର୍ଗତ ବିରାଜ ପୁଟେଲଙ୍କ ସ୍ତ୍ରୀ ହିରାଦେଇ ପୁଟେଲଙ୍କ ୬୬ ବୟସରେ ପରଲୋକ ହୋଇଯାଇଛି ।

ଦୀର୍ଘଦିନ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମ ପରାୟଣ ମିଷ୍ଟ୍ରଭାଷୀ ପରପୋକାରୀ ଥିଲେ । ଅନ୍ତିମ ସଯ୍ୟା ନିକଟରେ ତିନି ପୁଅ ଦୀପ୍ତି ରଞ୍ଜନ, ଲଳିତ ମୋହନ, ପୂର୍ଣ୍ଣଚନ୍ଦ୍ର ତିନି ବୋହୂ ତିନି ଝିଅ ନାତି ନାତୁଣୀ ଓ ସମସ୍ତ ପରିବାର ବନ୍ଧୁବର୍ଗ ଉପସ୍ଥିତ ଥିଲେ । ବଡ଼ ପୁଅ ଦୀପ୍ତି ରଞ୍ଜନ ପୁଟେଲ ଗାଁ ମଶାଣିରେ ମୁଖାଗ୍ନୀ ଦେଇଥିଲେ । ପରଲୋକ ଖବର ପ୍ରଚାରିତ ହେଲାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।