ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରେ ମାଁ ମାନଙ୍କ ସଂକ୍ରାନ୍ତି ବ୍ରତର ଉଦଯାପନୀ ସମାରୋହ

0
47
ରାଧାକୃଷ୍ଣ ଓ ଶିବ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୭/୧୧) : ମୁରିବାହାଲ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ଠାରେ ମାଆ ମାନଙ୍କର ସଂକ୍ରାନ୍ତି ବ୍ରତର ଉଦ୍ ଜାପାନୀ ମହାସମାରୋହରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି lWhatsapp Image 2023 11 17 At 20.45.05

ଏହି ଉତ୍ସବରେ ପୂଜକ ଭାବେ ଶ୍ରୀ କାଶୀନାଥ ଦାସ ଓ ରାଜ କୁମାର ଦାସ ଏବଂ ସୁନ୍ଦରକାଣ୍ଡ ପାରାୟଣ ଭାବେ ଗାୟକ ଶ୍ରୀ ସଂଜୀବ ଯୋଶୀ ନିଜ ନିଜର ଦାୟିତ୍ଵ ନିର୍ବାହ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବଜାର ପଡା ଓ ଷ୍ଟେସନ ପଡା ର ୨୫ ଜଣ ଦମ୍ପତି ସହିତ ଅନ୍ୟ ଛଅ ଜଣ ଦୀର୍ଘ ଏକ ବର୍ଷ ଧରି ବ୍ରତ ପାଳନ କରି ଆସୁଥିଲେ l ଏଥିରେ ମନ୍ଦିର ପରିଚାଳନା କମିଟି ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l ବ୍ରତ ପାଳନ କରି ଥିବା ଦମ୍ପତି ସୁଭାଷିନୀ ମହାରଣା, ତପସ୍ଵିନୀ ପୋଢ଼, ଆରତୀ କର, ସସ୍ମିତା ବଡଜେନା, ଲତା ନାଗ, ରୀତ ବେହେରା, ସବିତା ଦାସ, ସସ୍ମିତା ମହାରଣା, ଗୀତ ସାହୁ, ସମ୍ସିତ ପୃଷ୍ଟି, କୁମୁଦିନୀ କୁଆଁର, ପୁଷ୍ପଲତା ଧିର, ବିଳାସିନୀ ଆଡଯୁଆଡ, ବନିତା ଖର୍ସେଲ, ସପନ ଖର୍ସେଲ, ପୂଜା ଖର୍ସେଲ, କମଳିନୀ ନାଗ, ସସ୍ମିତା ମହାକୁର, ସିନ୍ଧୁ କୁମାରୀ ରାଉତ, ବାସନ୍ତୀ ଖର୍ସେଲ, ହିମାଦ୍ରି ଜାଲ, ହେମବନ୍ତି ହାତୀ, ହିର ବାଗ, ଜୟମତି ଭୁଏ, ବିଷ୍ଣୁପ୍ରିୟା ପାଣି, ଉପାଶି ସାହୁ ,ସୁଜାତା ମହାନ୍ତି , ବିନତି ଭୋଇ, ବିଶାଖା ପତ୍ର, ସରସ୍ବତୀ ନାୟକ, ବିନୋଦିନୀ ଖର୍ସେଲ, ତପସ୍ଵିନୀ ପଧାନ ,ରିତ ସାହୁ ,ସୁଭାଷିନୀ ଖର୍ସେଲ, ପୁଷ୍ପାଞ୍ଜଳି ଖର୍ସେଲ, କୌଶଲ୍ୟା ଆଡଯୁଆଡ, ସଂଯୁକ୍ତ ସାହୁ, ପୁଷ୍ପାଞ୍ଜଳି କେତକୀ l

ଏହି ବ୍ରତ ପାଳନରେ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ରାଜୀବ କୁମାର ମହାନ୍ତି , ସଦସ୍ୟ ବୃନ୍ଦ ଭିଶ୍ମାରଜ୍ ମେହେର, କୃତିବାସ ଦାସ, ସୁଧୀର ପାଣି, ପ୍ରବୀର କମ୍ପ, ସୁଧାଂଶୁ ପୋଢ଼ ଯାଦବ , ତରୁଣ ପୋଢ଼, ହିମାଂଶୁ ଜାଲ, ରାମଚନ୍ଦ୍ର ମହାରଣା, ଚିନ୍ତାମଣି ମହାରଣା, ଟିକୁ ପୁଝାରୀ, କରନ ଜାଲ , ବିଶ୍ୱଜିତ୍ ଦାସ, ରାମ ଆଡଯୁଆଡ, ପିଙ୍କୁ ହାତୀ , ମୋହିତ କେତକୀ, ରାମ ରଞ୍ଜନ ପତ୍ର, ରମାରଞ୍ଜନ ମାହାକୁର, ରୋହନ ବନଛୋର୍, ଧିରୁ ନାଗ ସଦସ୍ୟ ବୃନ୍ଦ ସହଯୋଗ କରି ଥିଲେ l