ଦିଗାପଡ଼ା ରାସ୍ତାରୁ ଏକ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି ଚୋରି ଅଭିଯୋଗ

0
33
ଦିଗାପଡ଼ା ରାସ୍ତାରୁ

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୬/୧୨) : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗାପଡ଼ା ରାସ୍ତାରୁ ଏକ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି ଚୋରି ଅଭିଯୋଗରେ ଜଣେ ଗିରଫ ।Whatsapp Image 2023 12 05 At 17.37.27

ସୂଚନା ପ୍ରକାରେ କୋଦଳା ଦିଗାପଡ଼ା ରୋଡ଼ ସାହି ର ମହେଶ୍ବର ବେହେରା ଗତ ୨୩ ତାରିଖ ଦିନ ନିଜ ଧଳା ରଙ୍ଗର ରଖୁଥୂଳେ ଥୁଲେ । କିନ୍ତୁ ଦିବା ସମୟରେ କୌଣସି ଏକ ଦୁର୍ବୁତ୍ତ ସେହି ସ୍କୁଟି କୁ ଚୋରିକରି ପଳେଇଯାଇଥିବା ଥାନାରେ ଅଭିଯୋଗ କରିଥିଲେ ମହେଶ୍ବର । କୋଦଳା ଥାନା ପକ୍ଷରୁ ଚୋରି କରାଯାଇ ସିସିଟିଭି ଫୁଟେଜ ଆଧାରରେ ଚୋରି ଅଭିଯୁକ୍ତ ଜିତେନ୍ଦ୍ର ଜେନା କୁ ନିକଟସୁ ବାରସର ଗ୍ରାମରୁ ଧରିବାରେ ସକ୍ଷମ ହୋଇଥିଲେ । ଏବଂ ସ୍ମୃଟି ସମେତ ଚୋରି ରେ ବ୍ୟବହୃତ ନକଲି ଚାବି ଓ ବିଭିନ୍ନ ଦରକାରୀ କାଗଜପତ୍ର ମଧ୍ୟ ଜବତ କରା ଯାଇଥିଲା । ଏ ନେଇ କୋଦଳା ଥାନା ପକ୍ଷରୁ କେଶ ନମ୍ବର 579/23 ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ଜଣା ପଡିଛି । ତେବେ ରାଜେନ୍ଦ୍ର ଜଣେ ପେସାଦାର ଚୋର ଭାବେ ମଧ୍ୟ ଅନେକ ଥାନାରେ ମାମଲା ରହିଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନୁ ସାହୁ ।