ସାଲେପୁର ଅଭିମୁଖେ ଯିବାବେଳେ ମୋ ବସରେ ଲାଗିଲା ନିଆଁ

0
40
ସାଲେପୁର ଅଭିମୁଖେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୧୨) : ମୋ ବସରେ ହଠାତ୍ ଲାଗିଲା ନିଆଁ । ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୩୫ ଜଣ ଯାତ୍ରୀ ।

ମୋ ବସ ବାରବାଟୀ ଷ୍ଟାଡିୟମରୁ ବାହାରି ସାଲେପୁର ଅଭିମୁଖେ ଯାଉଥିବାବେଳେ ଜଗତପୁର ଗୋଳେଇ ଛକରେ ବସର ଇଞ୍ଜିନ ପାଖରେ ହଠାତ ନିଆଁ ଲାଗିଥିଲା । ଯାହାଫଳରେ କୌଣସି ସୁଇଚି କାମ ନ କରିବାରୁ ମାନୁଆଲରେ ଡ୍ରାଇଭର ଗେଟ୍ ଖୋଲି ପାସେଞ୍ଜରକୁ ଓହ୍ଲାଇ ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।