ବିଜେଡ଼ି ଛାଡିଲେ ବିଜେପି କୁ ଗଲେ ରାମ ପ୍ରସାଦ

0
105
ବିଜେଡ଼ି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୪) : ଗତ କାଲି ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଲେ ଜ୍ୟୋତି ଓରଫ ରାମ ପ୍ରସାଦ

ବିଜେଡ଼ି ର ଜଣା ଶୁଣା ଚେହେରା କାଶୀନଗର ବ୍ଲିକ ର ପୂର୍ବତନ ବିଜେଡ଼ି ସଭାପତି ଓ ଜଣେ ସମବାୟ ବିତ ଶ୍ରୀ ର୍ଶକସମ ରାମ ପ୍ରସାଦ ଓରଫ ଜ୍ୟୋତି ବିଜେଡ଼ି ର ପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତପା ଦେଲେ ଏବଂ ନିଜ ପୁରୁଣା ବନ୍ଧୁ ବିଜେଡ଼ି ଛାଡି ବିଜେପି ରୁ ବିଧାୟକ ହୋଇଥିବା ନାରାୟଣ ରାଓ ଙ୍କ ସହ ନିଜ ସମ୍ପର୍କ କୁ ପୁଣି ଯୋଡ଼ିଲେ, ସେ ଗତ କାଲି ବିଜେପି ରେ ଯୋଗ ଦେଇଛନ୍ତି । ସେ ଶିଆଳି ପଂଚାୟତ ର ପୂର୍ବତ୍ସନ ସରପଞ୍ଚ ମଧ୍ୟ ଥିଲେ ।

Leave a Reply