ଚାଲ ସମସ୍ତେ ଭୋଟ ଦେବା କାର୍ଯ୍ୟକ୍ରମ

0
95
ଚାଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୪) : କିଣିଗାଁ 5t ହାଇସ୍କୁଲ ତରଫରୁ ଚାଲ ସମସ୍ତେ ଭୋଟ ଦେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

କାଶୀନଗର ବ୍ଲକ ର କିଣିଗାଁ ହାଇସ୍କୁଲ ରେ ସମସ୍ତ ଭୋଟର ଙ୍କୁ ନିମନ୍ତ୍ରଣ ରହିଲା ଆଗାମୀ ମେ ୧୩ ତାରିଖ ରେ ସମସ୍ତେ ଯେଭଳି ଭୋଟ ଦାନ ରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ ସେ ନେଇ ସଚେତନ ବାର୍ତା ଦିଆ ଯାଇଛି l ଗ୍ରାମ ର ସମସ୍ତ ଭୋଟର ଙ୍କୁ ସଚେତନ କରିବା ଉଧେଶ୍ୟ ରେ ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି ସଚେତନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଏସ. ରାମା ରାଓ, ଗଣେଶ ପଣ୍ଡା ଓ ଅନ୍ୟାନ୍ୟ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ l

Leave a Reply