ମଟର ସାଇକଲ ଧକ୍କା ରେ ଜଣେ ମୃତ ଜଣେ ଆହତ

0
37
ମଟର ସାଇକଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୪) : କାଶୀନଗର ଥାନା ଅନ୍ତର୍ଗତ ଶିଆଳି ଗ୍ରାମ ଠାରେ ଏକ ମୋଟର ସାଇକେଲ ଭରସାମ୍ୟ ହରାଇ ମାର୍ମନ୍ତୁକ ଦୁର୍ଘଟଣା ଘଟି ଜଣେ ମୃତ ହୋଇଛନ୍ତି ।

ମଟର ସାଇକଲ ଧକ୍କା ରେ ଜଣେ ମୃତ ଜଣେ ଆହତ । ମୃତ ବ୍ୟକ୍ତି ହେଲେ ଗୁଣୁପୁର ଜେ ଆଇ ଟି ଏମ ର କାର୍ଯ୍ୟରତ କର୍ମଚାରୀ ସଚିକାନ୍ତ ସ୍ୱାଇଁ ଯାହାର ବୟସ ୪୦ ବର୍ଷ । ସଚିକାନ୍ତ ସ୍ୱାଇଁ ଓ କାଳିଆ ଗାଣ୍ଟା (୨୦ ବର୍ଷ) ଦୁହେଁ ଗୁଣୁପୁର ଅଭିମୁଖେ ଗଲା ବେଳେ ଶିଆଳି ଗ୍ରାମ ଠାରେ ମୋଟର ସାଇକେଲ ଦୁର୍ଘଟଣା ହୋଇଥିଲା ।

Leave a Reply