ବିପୁଳ କର୍ମୀ ସହ ଶୋଭାଯାତ୍ରା ରେ ବାହାରି ବିଜେପି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

0
68
ବିପୁଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୯/୦୪) : ବଲାଙ୍ଗୀର ଜିଲ୍ଲାର ୬୯-ନଂ ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଭାବେ ନବୀନ କୁମାର ଜୈନ ନିଜର ପ୍ରାର୍ଥୀପତ୍ର ରିଟର୍ଣ୍ଣଙ୍ଗ ଅଧିକାରୀ, ଉପଜିଲ୍ଲାପାଳ ରେହାନ୍ ଖେତ୍ରିଙ୍କ ନିକଟରେ ଦାଖଲ କରିଛନ୍ତି ।WhatsApp Image 2024 04 29 at 20.36.25 1 ବିପୁଳ କର୍ମୀ ସହ ଶୋଭାଯାତ୍ରା ରେ ବାହାରି ବିଜେପି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

ବିପୁଳ କର୍ମୀ ସହ ଶୋଭାଯାତ୍ରା ରେ ବାହାରି ବିଜେପି ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ । ରାଜ୍ୟ ର ଟିଟିଲାଗଡ ବିଜେଡି ବିଧାୟିକା ଟୁକୁନି ସାହୁ ଶାସନ ପଦବୀ ରେ ଥିବା ବେଳେ ଏହି ବିଜେପି ପ୍ରାର୍ଥୀ ନବୀନ ଜୈନ ଙ୍କ ବିରାଟ ଶୋଭାଯାତ୍ରା ନେଇ ବେଶ୍ ସର ଗରମ ମାହୋଲ ସହ ଚର୍ଚ୍ଚା ଜୋର ଧରିଛି ।