ବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ : ମୃତ୍ୟୁ ର କାରଣ ଅସ୍ପଷ୍ଟ

0
202

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୭/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଗଡ଼ ଘାଟ ଗ୍ରାମ ପଞ୍ଚାୟତ ର ଜଣେ ବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।WhatsApp Image 2021 10 07 at 12.49.46 PM 1 ବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ : ମୃତ୍ୟୁ ର କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସାଗଡ଼ ଘାଟ ଗ୍ରାମ ପଞ୍ଚାୟତ ର ସସ୍ମିତା ବଗର୍ତ୍ତି ନାମ୍ନୀ ୪୦ ବର୍ଷୀୟ ବିବାହିତ ମହିଳା ଙ୍କୁ ତାଙ୍କ ଶ୍ୱଶୁର ଓ ଅନ୍ୟ ସଦସ୍ୟ ଏକ ଅଟୋ ଯୋଗେ ସକାଳ ପ୍ରାୟ ଛଅ ଟା ସମୟରେ ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନା କୁ ଆଣିଥିବା ବେଳେ ତାହା ବର୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିପାରି ନାହିଁ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିବାହିତ ମହିଳାଙ୍କ ର ତିନୋଟି ଛୋଟ ଛୋଟ ଶିଶୁ ଥିବା ବେଳେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ସେ ନେଇ ଟିଟିଲାଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରି ଥିବା ଜଣା ଯାଇଛି ।