Sunday, November 28, 2021
Homeଜିଲ୍ଲା ଖବରବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ : ମୃତ୍ୟୁ ର କାରଣ ଅସ୍ପଷ୍ଟ

ବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ : ମୃତ୍ୟୁ ର କାରଣ ଅସ୍ପଷ୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୭/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଗଡ଼ଘାଟ ଗ୍ରାମ ପଞ୍ଚାୟତ ର ଜଣେ ବିବାହିତ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ସାଗଡ଼ଘାଟ ଗ୍ରାମ ର ସସ୍ମିତା ବଗର୍ତ୍ତି ନାମ୍ନୀ ୪୦ ବର୍ଷୀୟ ବିବାହିତ ମହିଳା ଙ୍କୁ ତାଙ୍କ ଶ୍ୱଶୁର ଓ ଅନ୍ୟ ସଦସ୍ୟ ଏକ ଅଟୋ ଯୋଗେ ସକାଳ ପ୍ରାୟ ଛଅ ଟା ସମୟରେ ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ର ତିନୋଟି ଛୋଟ ଶିଶୁ ଥିବା ବେଳେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ସେ ନେଇ ଟିଟିଲାଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରି ଥିବା ଜଣାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments