ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୨ ହରିଣ ଶିକାରୀ ଗିରଫ

0
166

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୭/୧୦) : ଗତକାଲି ରାତି ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୨ ହରିଣ ଶିକାରୀକୁ ଗିରଫ କରିବାରେ ହିନ୍ଦୋଳ ବନବିଭାଗ ସଫଳ ହୋଇଛି ।WhatsApp Image 2021 10 27 at 9.14.55 AM ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ୨ ହରିଣ ଶିକାରୀ ଗିରଫ

ହିନ୍ଦୋଳ ସଂରକ୍ଷିତ ଜଙ୍ଗଲରୁ ଗିରଫ ହୋଇଥିବା ଉକ୍ତ ବ୍ୟକ୍ତି ଦୁଇଜଣ ହେଲେ ୧. ସାମ ବାଦାନୀ, ବୟସ(୫୦ବର୍ଷ), ପିତା-ଭାସ୍କର ବାଦାନୀ, ହାତୁରା, PS- ହିନ୍ଦୋଳ, ଯିଏକି PS- ବନାପୁର (ଭଗବତୀ), ଜିଲ୍ଲା-ଖୋର୍ଦ୍ଧା ର ସ୍ଥାୟୀ ବାସିନ୍ଦା ଅଟେ । ୨. ଚରଣ ଦେହୁରୀ(୪୫ବର୍ଷ),ପିତା- ପୁରନ୍ଦର ଦେହୁରୀ,ଜୟପଙ୍ଗା, PS- ହିନ୍ଦୋଳ, ଢେଙ୍କାନାଳ | ସେମାନଙ୍କଠାରୁ ହିନ୍ଦୋଳ ବନବିଭାଗ ଏକ ଦେଶୀ ବନ୍ଧୁକ, ହରିଣ ମାଂସ, ଜାଲ ଆଦି ଜବତ କରିଛି ।