କାଙ୍କବାଡି ଗ୍ରାମ ପଞ୍ଚାୟତ ରେ ଗାଁ ସାଥି ମାନଙ୍କର ସ୍ୱତନ୍ତ୍ର ସଭା ଅନୁଷ୍ଠିତ

0
236

ରିପୋର୍ଟ : ନରତ୍ତମ ପାଢୀ //
ବିଷମକଟକ,(୨/୧୧) : ବିଷମ କଟକ ବ୍ଲକ ଅନ୍ତର୍ଗତ କାଙ୍କବାଡି ଗ୍ରାମ ପଞ୍ଚାୟତ ର ଗାଁ ସାଥି ମାନେ ଏକ କର୍ମଶଳା ଅନୁଷ୍ଠିତ କରିଥିଲେ | ଏଥିରେ ବିଷମକଟକ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ଗାଁ ସାଥି ଭାଇ ମାନେ ଉପସ୍ଥିତ ରହି ତାଙ୍କର ୯ ଟି ବିଷୟର ବର୍ଣ୍ଣନା କରିଥିଲେ ।55f5f51a f4de 4dd2 916c a9290a567754 କାଙ୍କବାଡି ଗ୍ରାମ ପଞ୍ଚାୟତ ରେ ଗାଁ ସାଥି ମାନଙ୍କର ସ୍ୱତନ୍ତ୍ର ସଭା ଅନୁଷ୍ଠିତ

SHG ମା ମହିଳା ସଂଘକୁ ସରକାର ମେଟ୍ କାର୍ଯ୍ୟକ୍ରମ ନ ଦେବା ପାଇଁ ଓ କାଙ୍କବାଡି ଗ୍ରାମ ପଞ୍ଚାୟତ ରେ ମେଟ ସହାୟତା ଘୋଷଣା କରାଯାଉ ବୋଲି ଦାବିକରି ହାଇକୋର୍ଟରେ ପତ୍ର ସଂଖ୍ୟା -୨୭୫୭୩ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରାଗଲା । ବିଷମ କଟକ ବ୍ଲକ ସଭାପତି ଶ୍ରୀ ନରତ୍ତମ ଉଲ୍ଲାକା ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଛି | ଶ୍ରୀ ଶିବରାମ ମାଣ୍ଡିକା ଆୟୋଜନ କରିଥିଲେ ଓ ସହଯୋଗ କରିଥିଲେ ଦାସରଥି କୁଟ୍ରୁକା ଓ ନରତ୍ତମ ପାଢୀ ସଂଯୋଗ କରିଥିଲେ ।

କାଙ୍କବାଡି ସରପଞ୍ଚ ଶ୍ରୀମତୀ ଶଶିରେଖା ମାଣ୍ଡିକା ଓ ନାୟକ ସରପଞ୍ଚ ଅର୍ଜୁନ ହିକକା ଓ GRS ବିକ୍ରମ ଦଣ୍ଡ ପାଣି, ଗାଁ ସାଥି ଭାଇ ମାନେ ପାପାନ ମିନୀୟକ, କୁଷ୍ନ୍ ଉଲାକା, ଦାମ ପ୍ରସ୍କା, ହରି ହିଆଲ, ଲଛିକ, କୃଷ୍ଣ ହିକକା, ଘରମ ତୁଇକା, ଜଳନ୍ଧର ବାତ୍ରୀୟା, ବୁଡୁ ଟାକିରୀ, କୁଟ୍ରାଗଡ ବଳରାମ ଜାଲ, ଅନିତା ପିଡିକାକା, ନାୟକ ଆମ ହିକାକା, ପୁଣୀୟା ମେଳକ, ଅମିତ୍ ପିଦିକାକା, ଶିବରାମ ହୀକାକା, ଜଗୁଲୁ ପିଡିକାକା, ଗୁଣ୍ଡା, ମାଝୀ ମିନୀୟକା ସମସ୍ତ ସଦସ୍ୟ ମେଟ୍ ଭାଇ ମାନଙ୍କ ତରଫରୁ ସରପଞ୍ଚଙ୍କୁ ଦାବୀ ପତ୍ର ପ୍ରଦାନ କରାଗଲା ।