ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳନ

0
250

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୫/୧୨) : ଆଜି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କରାଯିବା ସହ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ବୁଦ୍ଧିଯିବି ସମ୍ବିଳନୀ ଆୟୋଜନ କରାଯାଇଥିଲା |bab22540 aaa7 4ef3 86b6 770803f80637 ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳନ

ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ନଗର ସଭାପତି ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ କୁମାର ଦାଶ, ବୁଦ୍ଧିଜୀବୀ ସେଲ ର ସଂଯୋଜକ ଗୋପୀ ଆନନ୍ଦ, ଆଇନଜୀବୀ ସେଲ ର ସଂଯୋଜକ ଗୋପୀ କ୍ରିଷ୍ଣା, ଜିଲ୍ଲା ଉପ ସଭାପତି ଶ୍ରୀ ଭେଙ୍କଟ ରାଓ ସେନାପତି, ଜିଲ୍ଲା ଉପସଭାନେତ୍ରୀ ଅର୍ଚନା ବର୍ମା, ଜିଲ୍ଲା ସମ୍ପାଦକ ଶ୍ରୀ ଟୁଟୁ ଦାସ, ନଗର ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସୁଶାନ୍ତ ମିଶ୍ର, ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ନଗର ଉପସଭାନେତ୍ରୀ ମଞ୍ଜୁଳା ମିନିଆକା, 506d478b 85a2 4e8e be6c 24d48fcc0664 ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳନଝରଣା ପାଣି, ନଗର ଯୁବ ମୋର୍ଚ୍ଚା ଉପସଭାନେତ୍ରୀ ତନଭି ଅଗ୍ରୱାଲ, ଏମ. ବିଦ୍ୟାସାଗର, ଜୟରାମ ବର୍ମା, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେନ୍ଦ୍ର ଚୌଧୁରୀ, sc ମୋର୍ଚ୍ଚା ସାଧାରଣ ସମ୍ପାଦକ T. ନାଗରାଜୂ ଏବଂ ଜିଲ୍ଲା ଆଇଟି ସେଲ ସଂଯୋଜକ ରାଜ ଗୁପ୍ତା ଙ୍କ ସହ ବହୁ କାର୍ଯ୍ୟ କର୍ତା ଉପସ୍ଥିତି ରହିଥିଲେ।.ଶେଷରେ ନଗର ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଲଷ୍ମୀ ବୁରୁଡି ଙ୍କ ନେତୃତ୍ୱ ରେ ଜିଲ୍ଲା ଚିକିତ୍ସାଳୟ ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।