ନେତାଜୀ ଜୟନ୍ତୀ ପାଳିତ

0
162
ନେତାଜୀ ଜୟନ୍ତୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୧) : କାଶୀନଗର ସହର ତଥା ଗଜପତି ପାଠାଗାର ବଂଶଧାରା ପାଠାଗାର ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ସହର ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ଶ୍ରୀ ରାମ୍ କଲେଜ, ବାରାଣସୀ ହାଇସ୍କୁଲ ମାଜଳ ସାହି ସ୍କୁଲ ଗଜପତି ପାଠାଗାର ଠାରେ ନେତାଜୀ ଜୟନ୍ତୀ କୋଭିଡ୍ କଟକଣା କୁ ମାନି ପାଳିହୋଇଛି । ସମ୍ପାଦକ ଜଗଦୀଶ ପାତ୍ର ପାଠାଗାର ଠାରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ ପିଲାଙ୍କୁ ନେତାଜୀ ଙ୍କ ଗାଥା କହିଥିଲେ । ବଂଶଧାରା ପାଠାଗାର ସଭାପତି ହୃଷି କେଶ୍ ଗୌଡ ପୁଷ୍ପମାଲ୍ୟ ଦେଇଥିଲେ ।