ବିଏସଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ : କେମ୍ପ ପରିସରରେ ରୋପଣ

0
237

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରୀଗୁଡା,(୨୫/୦୭) : ବିଏସଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ତଥା ରବିବାର ସକାଳ ୧୦ ଟା ସମୟ ରେ ବୈପାରୀଗୁଡା ସ୍ଥିତ ୧୫୧ ବିଏନ ବିଏସଏଫ କୋମାଣ୍ଡେଣ୍ଟ ଅଜୟ କୁମାର ଙ୍କ ତତ୍ୱାବଧାନରେ କେମ୍ପ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି leaae849f 899e 4673 b25a a3ebc6fed98e ବିଏସଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ : କେମ୍ପ ପରିସରରେ ରୋପଣ

ହୋମ ମିନିଷ୍ଟାର ଙ୍କ ନିର୍ଦ୍ଧେଶ କ୍ରମେ ଆୟାଜିତ ବିଏସଏଫ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଏସଏଫ ଯବାନ ମାନେ ଅଂଶ ଗ୍ରହଣ କରିଥିଲେ l ଆଜି କେମ୍ପ ପରିସରରେ ବିଭିନ୍ନ ଫଳ ତଥା ଆମ୍ବ, ପିଜୁଳି, ଲିମ, ବେଲ, ଆଦି ଚାରା ରୋପଣ କରାଯାଇଛି l ୧୫୧ ବିଏନ ବିଏସଏଫ ଯବାନ ଙ୍କ ମାଧ୍ୟମରେ ପୂର୍ବରୁ ବୃକ୍ଷ ରୋପଣ ସହ ବିଭିନ୍ନ ସାମାଜିକ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ସାଧାରଣ ରେ ପ୍ରଶଂସା ମିଳିଥିବା ଜଣା ପଡିଛି l