ବିଜେଡି ଦଳ ପକ୍ଷରୁ ପ୍ରଚାର ନିମନ୍ତେ ଶୁଭ ଉଦଘାଟନ

0
270
ବିଜେଡି ଦଳ ପକ୍ଷରୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨/୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିମନ୍ତେ ବିଜେଡି ଦଳ ପକ୍ଷରୁ ପ୍ରଚାର ନିମନ୍ତେ ଶୁଭ ଉଦଘାଟନ କରିଥିବା ଦେଖିବାକୁ ମିଳିଛି ।52114008 5df4 4b7a 8f0f c04f6809e2f2 ବିଜେଡି ଦଳ ପକ୍ଷରୁ ପ୍ରଚାର ନିମନ୍ତେ ଶୁଭ ଉଦଘାଟନ

ଆଜି ପ୍ରଥମରେ ବିଜେଡି ଦଳ ପକ୍ଷରୁ ସମର୍ଥିତ ୱାର୍ଡ ସଭ୍ୟ ସଭ୍ୟା, ସରପଞ୍ଚ ପାର୍ଥୀ ମୁରଲୀ ଉଦାଲୁ, ସମିତି ସଭ୍ୟା ମିନାକା ପଦ୍ମା, ଜିଲା ପରିଷଦ ପାର୍ଥୀ ବି ଭରା ପ୍ରସାଦ ରାଓ ଦଳୀୟ ଚିହ୍ନ ସହିତ ନିଜ ନିଜ ଚିହ୍ନ ଦେଖାଇ ଗାଁର ପ୍ରତ୍ୟେକ ସାହି ସାହି ଘର ଘର ବୁଲି ଭୋଟ ଭିକ୍ଷା ମାଗୁଛନ୍ତି । ଏଥିରେ ବିଜେଡି ଦଳର ବରିଷ୍ଠ ନେତା ଧନମଣି ଭତ୍ରା, ପ୍ରତାପ ତ୍ରିପାଠୀ, ବ୍ଲକ ସଭାପତି ସୁନ୍ଦରରାଓ ବାଗ, ରମାକାନ୍ତ ପରିଛା, ପ୍ରମୁଖ ଉପସ୍ଥିତ ରହି ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି । ସେ ନିଜ ଦଳୀୟ ପତାକା ଗ୍ରାମର ପ୍ରତ୍ୟେକ ଗଲି କନ୍ଦିରେ ତୋରଣ ମାଳା ମଧ୍ୟ ଲଗାଇ ପ୍ରଚାର ଆରମ୍ଭ କରିଛନ୍ତି ।