ଦାରିଙ୍ଗବାଡ଼ି ରେ ତୁଷାରପାତ : ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ

0
136
ଦାରିଙ୍ଗବାଡ଼ି

ରିପୋର୍ଟ : ରାମନାଥ ଗନ୍ତାୟତ
କନ୍ଧମାଳ, ଦାରିଙ୍ଗବାଡ଼ି, (୧୩/୦୨) : ଓଡ଼ିଶା ର କାଶ୍ମୀ ର ଦାରିଙ୍ଗବାଡ଼ି ପୁଣି ତୁଷାର ପାତ ହୋଇଛି । ଦୀର୍ଘଦିନ ପରେ ପୁଣି ଦେଖା ଦେଇଛି ହାଡ଼ଭଙ୍ଗା ଶୀତ ।

ଥଣ୍ଡାରେ କମ୍ପୁଛି ଓଡ଼ିଶା ର କାଶ୍ମୀର ଦାରିଙ୍ଗବାଡ଼ି । ତେବେ ପ୍ରବଳ ଥଣ୍ଡା କାରଣ ରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢିଯାଇଛି । ଅସହ୍ୟ ଥଣ୍ଡା ପାଇଁ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଳିଟି ନିଆଁ । ସେମାନେ ନିଆଁ ପୁଆଉଁ ଥିବା ଦେଖିବାକୁ ମିଳୁଛି ।