ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ନିର୍ବାଚନ ରେ ୨ ବିଜେଡି ଓ଼ ୧ ବିଜେପି ବିଜୟୀ

0
131
ବିଜେଡ଼ି ଖାତାକୁ ଯିବ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୭/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି କାର୍ଯ୍ୟକ୍ରମ ଶେଷ ହୋଇଛି । ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ନିର୍ବାଚନ ରେ ଏହି ପ୍ରଥମ ପର୍ଯ୍ୟାୟ ରେ ୨ ବିଜେଡି ଓ଼ ୧ ବିଜେପି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି ।

ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ନିର୍ବାଚନ ରେ ଜିଲ୍ଲା ର ୧ ନଂ ଜୋନ ରୁ ବିଜେଡି ପ୍ରାର୍ଥୀନୀ ସୁମିତ୍ରା ସାହୁ, ୭ ନଂ ଜୋନ ରୁ ବିଜେଡି ପ୍ରାର୍ଥୀ ବିଶ୍ୱଜିତ ମିଶ୍ର ଓ଼ ୪ ନଂ ଜୋନ ରୁ ବିଜେପି ପ୍ରାର୍ଥୀ ରାକେଶ ତ୍ରିପାଠୀ ବିଜୟୀ ଲାଭ କରିଛନ୍ତି ।