ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ

0
261
ଯୁବ ସଂସ୍କାର କାର୍ଯ୍ୟକ୍ରମ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୧/୦୩) : ଆଜି କାଶୀନଗର ଠାରେ ସ୍ଥାନୀୟ ଶ୍ରୀ ରାମ୍ ଡିଗ୍ରୀ କଲେଜ ଠାରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଶ୍ରୀ ରାମ୍ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ଼ା ପ୍ରଶାନ୍ତ ବନ ପାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ସଂସ୍କାର କାର୍ଯ୍ୟକ୍ରମ କୁ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଯୁବକ ମାନେ ପାଠ ପଢ଼ିବା ସମୟ ରେ ନି ସଂସ୍କାର ଶିଖିଲେ ଭବିଷ୍ୟତ ରେ ଏହା ଜୀବନ ଗଠନ ରେ କାମ କୁ ଆସିବ ବୋଲି ଶ୍ରୀ ବନ ପାଲି କହିଛନ୍ତି । ଏହି କାର୍ଯ୍ୟ କ୍ରମ ଅଧ୍ୟାପକ ଭେଙ୍କଟ ରାଓ, ଇଂରାଜୀ ଅଧ୍ୟାପକ ଶ୍ରୀ ବିଷୋୟୀ, ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ପଟ୍ଟନାୟକ ଏନ୍ ସି ସି ଅଫିସତ୍ର ପି ଭେଙ୍କଟ ରାଓ, ଗଣିତ ଅଧ୍ୟାପକ ବିଶ୍ଵ ରଂଜନ ଗୌଡ ଯୋଗ ଦେଇ ଉପାସିତ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ସହ ସାମାଜିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ ।