ବିଜେଡ଼ି ର ଏମ୍ ସୁଧା ରାଣୀ ୯୮୪ ଭୋଟରେ ବିଜୟୀ

0
329
ବିଜେଡି ର ଏମ୍

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୬/୦୩) : ଶେଷରେ ବହୁ ପ୍ରତୀକ୍ଷା ଟ ଅନ୍ତଃ ଘଟିଛି । କାଶୀନଗର ପୌର ପରିଷଦ ର ନିର୍ବାଚନ ର ଫଳାଫଳ ଘୋଷଣା ହୋଇଛି । ବିଜେଡ଼ି ର ଏମ୍ ସୁଧା ରାଣୀ ୯୮୪ ଭୋଟରେ ଜିତିଛନ୍ତି ।5d3e62a3 ca0d 48c6 bb43 70b3e5a16372 ବିଜେଡ଼ି ର ଏମ୍ ସୁଧା ରାଣୀ ୯୮୪ ଭୋଟରେ ବିଜୟୀ

କାଶୀନଗର ପୌର ପରିଷଦ ରେ ୬୯୧୧ ଭୋଟ ପଡ଼ିଥିଲା । ଆଜି ତ ଘୋଷଣା ମୁତାବକ ବିଜେଡ଼ି ର ଏମ୍ ସୁଧା ରାଣୀ ୯୮୪ ଭୋଟ ବ୍ୟବଧାନ ରେ ବିଜେପି ର କେ ଦିବ୍ୟ। ଙ୍କୁ ପରାସ୍ତ କରିଛନ୍ତି । ପୂର୍ବରୁ ଓଡ଼ିଶା ନ୍ୟୁଜ୨୪ ତରଫରୁ ପୂର୍ବାନୁମାନ କରାଯାଇଥିଲା ତାହା ସତ୍ୟ ହୋଇଛି । ୱାର୍ଡ ନମ୍ବର ୧, ୨, ୪ ,୬, ୭, ୮, ୯, ୧୦, ୧୧, ୧୨, ୧୩ ରେ ବିଜେଡ଼ିର କାଉନସିଲର ପ୍ରାର୍ଥୀ ଜିତି ଥିବା ବେଳେ ୩ ରେ ବିଜେପି ଓ ୫ ରେ କଂଗ୍ରେସ୍ ର ପ୍ରାର୍ଥୀ କେ. ରାଜେଶ୍ ଜିତିଥିବା ଜଣାପଡିଛି । ୱାର୍ଡ ନ ୮ ର କାଉନସିଲର ପ୍ରାର୍ଥୀ ୩,୩୩,୨୧୧ ଭୋଟ ବ୍ୟବଧାନରେ ଜିତିଛନ୍ତି ।