ଖାରାଡ଼ା ଗ୍ରାମ ରେ ହନୁମାନ ମନ୍ଦିର ଓ ଶ୍ରୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ

0
204
ଖାରାଡ଼ା ଗ୍ରାମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ର ଖାରାଡ଼ା ଗ୍ରାମ ଠାରେ ହନୁମାନ ମନ୍ଦିର ଓ ଶ୍ରୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଖାରଡ଼ା ଗ୍ରାମ ଠାରେ ନୂତନ ଭାବେ ଶ୍ରୀରାମ ମନ୍ଦିର, ହନୁମାନ ମନ୍ଦିର ଓ ଠାକୁରାଣୀ ମନ୍ଦିର ରାସ୍ତା ନିର୍ମାଣ ନିମନ୍ତେ ଖାରାଡ଼ା ପଞ୍ଚାୟତ ର ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ଅଖିଳ କୁମାର ପାତ୍ର ଆଜି ଭୂମି ପୂଜନ କରିଛନ୍ତି । ଏହି ଗ୍ରାମ ରେ ବହୁତ୍ ଓଡ଼ିଆ ଲୋକେ ବସ ବାସ କରନ୍ତି । ଏଣୁ ଖୁବ୍ କମ ସମୟ ମଧ୍ୟରେ ମନ୍ଦିର ନିର୍ମାଣ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।