ବୌଦ୍ଧ ଜିଲ୍ଲାରେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
162
ବୌଦ୍ଧ ଜିଲ୍ଲାରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୪) : ଆଜି ବୌଦ୍ଧ ଜିଲ୍ଲାରେ ପ୍ରବାଦ ପୁରୁଷ ମହାନଜନ ନାୟକ ଓଡିଶା ର ବରପୁତ୍ର ଶ୍ରୀଯୁକ୍ତ ବିଜୁ ବାବୁ ଙ୍କର ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।WhatsApp Image 2022 04 17 at 9.29.55 PM 1 ବୌଦ୍ଧ ଜିଲ୍ଲାରେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଏହି ଅବସରରେ ମାନ୍ୟବର ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ମାନ୍ୟବର କଣ୍ଟlମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ବୌଦ୍ଧ ପୌରାଞ୍ଚଳ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ଏବଂ ବୌଦ୍ଧ ଜିଲ୍ଲା ର ସମସ୍ତ ବିଜେଡି କର୍ମୀ ଓ ନେତା ଯୋଗ ଦେଇ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳ ଅର୍ପଣ କରିଥିଲେ ।