ରାୟଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ଦ୍ୱାରା ଓଡିଶା ଷ୍ଟାପ ସିଲକସେନ୍ କମିଶନ ଦୁର୍ନୀତି ବିରୋଧରେ ବିକ୍ଷୋଭ

0
221

ରିପୋର୍ଟ : ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା, (୦୪/୦୮) : ଆଜି ରାୟଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଇରାସିସ୍ ଅଚାର୍ଯ୍ୟ ଙ୍କ ଆଦେଶ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିସ ପଣ୍ଡା ଙ୍କ ଉପସ୍ଥିତିରେ

ରାୟଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶାନ୍ତନୁ ସୁବୁଦ୍ଧି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଉମେଶ ଖୋସ୍ଲା ଙ୍କ ନେତୃତ୍ଵରେ କପିଳାସ ଛକ ଠାରେ ଓଡିଶା ଷ୍ଟାପ ସିଲକସେନ୍ କମିଶନ ରେ ଚାକିରି ବିକ୍ରି ଅନିମିୟତତା ଓ ଦୁର୍ନୀତି ପ୍ରତିବାଦ ରେ ବିକ୍ଷୋଭ ଓ ନବୀନ୍ ପଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରା ଯାଇ ଥିଲା l ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚାର ଶତାଧିକ କର୍ମୀ ଯୋଗଦାନ କରି ଥିଲେ | କାର୍ଯ୍ୟକ୍ରମ ରେ ପ୍ରତାପ ପୁଆଳ, ସାଗର ଲେଙ୍କା, ଅଭିଷେକ ପାଣିଗ୍ରାହୀ, ଲକ୍ଷ୍ମିକାନ୍ତ ପଣ୍ଡା, ଚିଣ୍ଟୂ, ଗୌରୀ, ଜ୍ଞାନ ପ୍ରମୁଖ ଉପସ୍ଥିତ ଥିଲେ ।