ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ “ବିଶ୍ୱ ସାଇକେଲ ଦିବସ” ପାଳିତ

0
223
ବୌଦ୍ଧ ଜବାହାର ନବୋଦୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୬) : ଆଜି ବୌଦ୍ଧ ଜବାହାର ନବୋଦୟ ସମିତି ର ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ରେ “ବିଶ୍ୱ ସାଇକେଲ ଦିବସ” ପାଳନ କରାଯାଇଛି lWhatsApp Image 2022 06 04 at 6.56.12 AM ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ "ବିଶ୍ୱ ସାଇକେଲ ଦିବସ" ପାଳିତ

ପ୍ରତି ବର୍ଷ ଜୁନ ୩ ତାରିଖରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ l ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅତୁଳନୀୟ ତ୍ୟାଗ ଓ ଆଦର୍ଶକୁ ମନେପକାଇବା ସହ ଭାରତୀୟ ମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିବା ଏହି ବିଶ୍ୱ ସାଇକେଲ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ l ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଙ୍କ ଉଦ୍ୟମରେ ବିଶ୍ୱ ସାଇକେଲ ଦିବସ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସକ୍ରିୟ ଅଂଶ ଗ୍ରହଣ କରି ଆଜାଦି କା ଅମୃତ ମହୋତ୍ସବ ର ବାର୍ତ୍ତା ପ୍ରଚାର କରିଥିଲେ ଓ ସାଇକେଲ ବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ବୁଝାଇଥିଲେ l