ଅତନୁ ସବ୍ୟସାଚୀ ଙ୍କ ସହ ତିରୁପତି

0
248
ଅତନୁ ସବ୍ୟସାଚୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୬) : ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗତକାଲି ରାଜ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରିଛନ୍ତି ।

ପ୍ରାପ୍ତ ଖବର ଅନୁଯାୟୀ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଗଜପତି ରେ ନିର୍ବାଚନ ମଙ୍ଗ ଧରିଥିବା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ପଦ୍ ପାଇବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗତକାଲି ଭୁବନେଶ୍ୱର ଗସ୍ତ କରି ଜିଲ୍ଲାର ବହୁବିଧ ଉନ୍ନତି ପାଇଁ ଆଲୋଚନା କରିଥିବା ଜଣା ପଡ଼ିଛି । ସେ ସେଠାରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ମଧ୍ୟ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।