କାମ୍ପ ଜାତିକୁ କେନ୍ଦ୍ରୀୟ ପଛୁଆ ବର୍ଗରେ ସାମିଲ ଦାବୀ

0
243
କାମ୍ପ ଜାତିକୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୦୭) : ଆଜି ପାରଳାଖେମୁଣ୍ଡି ବିଜେଡି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି ।WhatsApp Image 2022 07 13 at 7.14.09 PM 1 କାମ୍ପ ଜାତିକୁ କେନ୍ଦ୍ରୀୟ ପଛୁଆ ବର୍ଗରେ ସାମିଲ ଦାବୀ

ଏହି ବୈଠକରେ କାମ୍ପ ଜାତି କୁ କେନ୍ଦ୍ରୀୟ ପଛୁଆ ବର୍ଗ ତାଲିକାରେ ସାମିଲ କରିବା ଦାବୀ ନେଇ ଡାଣ୍ଟା ୧୫ ତାରିଖରେ ଓବିଶି କମିଶନ ଙ୍କୁ ସାକ୍ଷାତ କରି ଦାବୀ ଦୋହରାଇବା ନିମନ୍ତେ ନିଷ୍ପତି ନିଆ ଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଵାରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ଵାଲା ସାୟମ୍ମ।, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ବିରା ରାଜୁ, ବଳା ରାଜୁ, ଗଜପତି ରାଓ, ପାରଳା ପୌର ଉପାଧ୍ୟକ୍ଷ ଲଙ୍କା ମଧୁ ଯୋଗ ଦେଇଥିଲେ ।