ମୋହନା ଅଞ୍ଚଳ ରେ ଝାଡା ବାନ୍ତି

0
259
ମୋହନା ଅଞ୍ଚଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୧/୦୭) : ଗଜପତି ଜିଲ୍ଲା ର ପି. ଗୋବିନ୍ଦ ପୁର ମୋହନା ଅଞ୍ଚଳ ରେ ହୋଇଥିବା ଝାଡା ବାନ୍ତି ରେ ଜଣକ ମୃତ୍ୟୁ ହେବା ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ହଜାଇ ଦେଇଛି l

ପ୍ରକାଶ ଥାଉ କି ଗଜପତି ଜିଲ୍ଲା ର ପି. ଗୋବିନ୍ଦ ପୁର ମୋହନା ଅଞ୍ଚଳ ରେ ଗତ ୧୭ ତାରିଖ ରୁ ଝାଡା ବାନ୍ତି ରୋଗ ରେ ବହୁତ ଲୋକ ଆକ୍ରାନ୍ତ ହେବା ପରେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗସ୍ତ କରିଛନ୍ତି l ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଏହି ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି l ସରକାର ଯୋଗାଉଥିବା ପାଣି ଦୂଷିତ ବୋଲି ପରୀକ୍ଷରୁ ଜଣା ପଡ଼ିଛି l କାଶୀପୁର ରେ ହେଉଥିବା ଝାଡା ବାନ୍ତି ରାଜ୍ୟ ରେ କକୁଆ ଭୟ ସୃଷ୍ଟି କରିଥିବା ବେଳେ ଗଜପତି ବାଡ଼ି ଆତଙ୍କିତ ହୋଇଛନ୍ତି l