କାଶିନଗର NAC ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

0
172
କାଶିନଗର NAC

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୯/୧୦) : କାଶିନଗର NAC ରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 28 at 4.22.47 PM କାଶିନଗର NAC ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡ଼ି ବରିଷ୍ଠ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ , ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ, ଏନ.ଏ.ସି. ଅଧ୍ୟକ୍ଷା ଶ୍ରୀମତି ଏମ.ସୁଧାରଣୀ, କାଶିନଗର NAC ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ବିଜେଡ଼ି ବରିଷ୍ଟ ନେତା ବସନ୍ତ ଦାସ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ ,ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ରୋକକାମ ରାଜଲକ୍ଷ୍ମୀ, ଜୋନ ୬ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ s.ବାଳରାଜୁ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପୂର୍ଣବାସୀ ନାୟକ ମହିଳା ଉପସଭାପତି ଶ୍ରୀମତୀ ସଞ୍ଜୁକ୍ତା ବେହେରା, ସମସ୍ତ ୱାର୍ଡର କାଉନ୍ସିଲୋର ଏବଂ ବହୁ ଯୁବ ଛାତ୍ର ମହିଳା, ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ ।