କାଶୀନଗର ଅଞ୍ଚଳ ରେ ଜୁଆ ଅଡ୍ଡା ଚଢ଼ାଉ

0
205
ଜୁଆ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୧୧) : କାଶୀନଗର ଥାନା ଅଞ୍ଚଳ ଅନ୍ତର୍ଗତ ସାରା ଗ୍ରାମ ରେ ଏକ ଜୁଆ ଅଡ୍ଡା ଧରିବାରେ ସକ୍ଷମ ହୋଇଛି । 

କାଶୀନଗର ଅଞ୍ଚଳ ରେ ଦିନ କୁ ଦିନ ଜୁଆ ବଢ଼ିବାରେ ଲାଗିଛି । ଗତ ଦୁଇଦିନ ତଳେ କାଶୀନଗର ଥାନା ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତ ର ସାରା ଗ୍ରାମ ରେ ଦୁଇଦିନ ତଳେ ଏକ ଜୁଆ ଅଡ୍ଡା ଉପରେ ଚଢ଼ାଉ କରି ୧୯,୪୦୦ ଟଙ୍କା ଓ ଦୁଇଟି ତାସ ପକେଟ ପୋଲିସ ଜବତ କରିଛି ଓ ଗେମବଲିଙ୍ଗ ଧାରା ୪୧ ପ୍ରକାରେ କାଶୀନଗର ଥାନା କେସ ନଂ.୧୩୧/୨୨,୧୩୨/୨୨ ରେ ଦୁଇଟି ପୃଥକ କେସ ହୋଇଥିବା ବେଳେ ୧୨ ଜଣ କୁ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।