ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପାଳିତ ହେଲା ୭୫ ବର୍ଷ ସ୍ୱାଧୀନତା ଦିବସ

1
512

ରିପୋର୍ଟ : ସୁଶାନ୍ତ ବେହେରା

ହରଭଙ୍ଗା,ବୌଦ୍ଧ,(୧୫/୦୮) : ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ମହା ସମାରୋହରେ ପାଳିତ ହୋଇଛି ସ୍ୱାଧୀନତା ଦିବସ |

ବୌଦ୍ଧ ଜିଲ୍ଲା ହରଭଙ୍ଗା ସରକାରୀ, ବେସରକାରୀସ୍ଥାନ, ସ୍କୁଲ, କଲେଜ,ଅଙ୍ଗନୱାଡି, ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଏବଂ ସମସ୍ତ ପଂଚାୟତ ଅଫିସ, ବ୍ଲକ ଅଫିସ, ଅବକାରୀ ବିଭାଗ ଗୁଡିକରେପାଳିତ ହୋଇଛି ଏହି ମହାପର୍ବ | ବିଭିନ୍ନ ସ୍ଥାନରେ ବୃକ୍ଷ୍ୟ ରୋପଣ, ପ୍ରତିଯୋଗିତା, ଖେଳ ଓ ବିଭିନ୍ନ ଜନହିତ କାର୍ଯ୍ୟକ୍ରମ କରାଯାଇ ଥିବାର ସୂଚନା ମିଳିଛି |

1 COMMENT

Comments are closed.