ପ୍ୟାନ ଇଣ୍ଡିଆ ବାର୍ଷିକ ଉତ୍ସବ ପାଳିତ

0
124
ଇଣ୍ଡିଆ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୯/୧୨) : ପ୍ୟାନ ଇଣ୍ଡିଆ ବାର୍ଷିକ ଉତ୍ସବ ପାଳିତ । ଆଜି ଗୁଣପୁର HDFC ବ୍ୟାଙ୍କ ର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ତମ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 12 09 at 12.51.28 ପ୍ୟାନ ଇଣ୍ଡିଆ ବାର୍ଷିକ ଉତ୍ସବ ପାଳିତ

ପ୍ୟାନ ଇଣ୍ଡିଆ ବାର୍ଷିକ ଉତ୍ସବ ପାଳିତ । ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଶ୍ରୀମତୀ ସୁଜାତା ଦେବୀ ବ୍ୟାଙ୍କ ମ୍ୟାନେଜର ଯେ କେ କେ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ପ୍ରଥମେ ରକ୍ତଦାନ କରି ଅନ୍ୟମାନେ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ ।