ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଠାରେ ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

0
135
ପଣ୍ଡାପାଲି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୨) : ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଠାରେ ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।WhatsApp Image 2022 12 21 at 10.18.26 1 ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଠାରେ ୧୮ ତମ ପ୍ରତିଷ୍ଠା ଦିବସ ପାଳିତ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନିଲ ନରୱଣେ, ସଭାପତି ବ୍ରହ୍ମାନନ୍ଦ ମିଶ୍ର, ଉପ ସଭାପତି ବିଭୁଦେନ୍ଦୁ ପଣ୍ଡା, ମାନସ ରଞ୍ଜନ ପଧାନ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ନାଏକ ତଥା ସି. ଡି. ଏମ୍. ଓ ଏବଂ ଏ. ଡି. ଏମ୍. ଓ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସର ରେ ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ସଭାପତି ହିମାଂଶୁ ଶେଖର ତ୍ରିପାଠୀ ଓ ସମ୍ପାଦକ ବିକାଶ ମହାନ୍ତି ଉପସ୍ଥିତ ରହି ସମ୍ମାନ ପତ୍ର ଗ୍ରହଣ କରିଥିଲେ । ଏହା ମହାବିଦ୍ୟାଳୟ ପାଇଁ ଏକ ଗୌରବ ର ବିଷୟ ।